Banaste Dakila Gaja | ବନସ୍ତେ ଡାକିଲା ଗଜ | Traditional Raja Song 2026 | Namita Agrawal
This video was discovered through MyVideoLibrary, a public long-form video discovery platform using official YouTube embeds.
More topics related to this video
ବର୍ଷା ଭିଜା ମାଟିର ପହିଲି ମହକ ଆଉ ଆକାଶରେ ମେଘମାଳାର ଲୁଚକାଳି ଖେଳ ସାଙ୍ଗକୁ ଯେତେବେଳେ କାନରେ ପଡ଼େ "ବନସ୍ତେ ଡାକିଲା ଗଜ...", ସେତେବେଳେ ଦେହରେ ଏକ ଅଦ୍ଭୁତ ଶିହରଣ ଖେଳିଯାଏ। ଏହି ଗୀତ ବାଜିଲେ ବୟସର ସୀମା ଡେଇଁ ପ୍ରତିଟି ମଣିଷ ପୁଣିଥରେ ପିଲା ପାଲଟିଯାଏ। ନୂଆ ଡ୍ରେସ୍, ପାଦରେ ଅଳତା, ହାତରେ ମେହେନ୍ଦୀ ଆଉ ସାଙ୍ଗମାନଙ୍କ ସହ ଦୋଳି ପାଇଁ ଝଗଡ଼ା— ଆମ ଓଡ଼ିଆ ସଂସ୍କୃତିର ସେହି ନିଆରା ପରମ୍ପରାକୁ ନମିତା ଅଗ୍ରୱାଲଙ୍କ ସୁମଧୁର ଏବଂ ଦରଦଭରା କଣ୍ଠ ଅମର କରିଦେଇଛି। Song : Banaste Dakila Gaja Album : Banaste Dakila Gaja Music Label : Sidharth Music Producer : Sitaram Agrawal & Namita Agrawal -------------------------- ♪ Full Song Available on ♪ ------------------------------ Enjoy & stay connected with us!